Jibashma cover art

Jibashma

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Jibashma

By: ସାରଦା ପ୍ରସାଦ ମିଶ୍ର
Narrated by: Alok Agnibesh
Get this deal

£5.99/mo after 3 months. Cancel monthly.

Buy Now for £10.76

Buy Now for £10.76

ଅକାଳରେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିବା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସାରଦା ପ୍ରସାଦ ମିଶ୍ରଙ୍କ 'ଜୀବାଶ୍ମ' ଉପନ୍ୟାସ ଯେଉଁମାନେ ପଢିନାହାନ୍ତି, ସେମାନେ ଜାଣିପାରିବେ ନାହିଁ ଜଣେ ଆଧୁନିକ ଓଡ଼ିଆ ନାରୀର ପ୍ରେମ, ଉତ୍ସର୍ଗ ଓ ଆଦର୍ଶର କଥା! 'କଥା' ପତ୍ରିକାରେ ପ୍ରକାଶ ପାଇ ଏକଦା ଆଲୋଡନ ସୃଷ୍ଟି କରିଥିବା ଏହି ଉପନ୍ୟାସରେ ଜୀବନର କ୍ରୂର ବାସ୍ତବତାକୁ ବେଶ କଳାତ୍ମକ ରୂପରେ ଉପସ୍ଥାପନା କରାଯାଇଛି! ଆଲୋକ ଅଗ୍ନିବେଶଙ୍କ କଣ୍ଠରେ ଚାଲନ୍ତୁନା ଥରେ ଶୁଣିନେବା...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet